{"product_id":"bhinna-prasanga-bhinna-abhibyakti-9781645608356","title":"Bhinna Prasanga: Bhinna Abhibyakti","description":"\u003cp\u003e • Author(s): Shashadhar Das\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Asia - India \u0026amp; South Asia\u003c\/p\u003e\u003cp\u003e\u003c\/p\u003e\u003cp\u003eବ୍ଲାକ ଈଗଲ ବୁକ୍ସ ପ୍ରକାଶନ ଦ୍ୱାରା ମୋର ଏକ ଭିନ୍ନ ଧରଣର ପୁସ୍ତକ 'ଭିନ୍ନ ପ୍ରସଙ୍ଗ ଭିନ୍ନ ଅଭିବ୍ୟକ୍ତି' ପ୍ରକାଶ ପାଇବାକୁ ଯାଉଛି । ଏଥିରେ ମୋର ଦକ୍ଷିଣ ଭାରତର ଭ୍ରମଣବୃତାନ୍ତ, ଭଦ୍ରକ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱର କିୟଦଂଶ, ସାହିତ୍ୟ, ସଂସ୍କୃତି, ସାମାଜିକ ପ୍ରସଙ୍ଗ, ଖବରକାଗଜରେ ପ୍ରକାଶିତ ସ୍ତମ୍ଭ ଲେଖ ଇତ୍ୟାଦି ବହୁବିଧ ବିଷୟ ସ୍ଥାନିତ । \u003c\/p\u003e\u003cp\u003eଏହା ଏକ ସଂରକ୍ଷଣୀୟ ପୁସ୍ତକ ହେବା ସହ ପାଠକୀୟ ଆଦୃତି ଲାଭ କରିବାର ବିଶ୍ୱାସ ରଖୁଛି ।\u003c\/p\u003e\u003cp\u003e--ପ୍ରଫେସର ଡ ଶଶଧର ଦାସ\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":47569035690135,"sku":"9781645608356","price":1497.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645608356.webp?v=1774872655","url":"https:\/\/atlanticbooks.com\/products\/bhinna-prasanga-bhinna-abhibyakti-9781645608356","provider":"Atlantic Books","version":"1.0","type":"link"}