{"product_id":"bilambita-antardaha-9781645602682","title":"Bilambita Antardaha","description":"\u003cp\u003e • Author(s): Ramesh Prasad Mohanty\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Poetry\u003c\/p\u003e\u003cp\u003e\u003c\/p\u003e\u003cp\u003eବିଗତ ଦିନମାନଙ୍କରେ ମୋର ବହୁମୂଲ୍ୟ ସମୟକୁ ଯଥାକାର୍ଯ୍ୟରେ ସଦୁପଯୋଗ କରିପାରିନଥିବାର ବେଦନାରୁ ସୃଷ୍ଟ ଛଟପଟ ମନ ଭିତରୁ ଉତୁରି ପଡୁଥିବା ଭାବାବେଗକୁ ଲପିବଧ କରିବା ଅର୍ଥାତ୍ ଏହା ମାଧ୍ୟମରେ ନୂତନ ପିଢ଼ିକୁ ଦିଗ୍]ଦର୍ଶନ ଦେବାର ଲକ୍ଷ୍ୟନେଇ ଏହି ସଂକଳନ ତଥା 'ବିଳମ୍ବିତ ଅନ୍ତର୍ଦାହ'ର ଜନ୍ମ । ଏଥିରେ ସର୍ବମୋଟ ୩୭ ଗୋଟି କବିତା ସ୍ଥାନିତ ଏବଂ ଏହା ଆରମ୍ଭ ହୋଇଛି କବିତା'ବିଳମ୍ବିତ ଅନ୍ତର୍ଦାହ-୧' ଏବଂ ସମାପ୍ତ ହୋଇଛି କବିତା 'ବିଳମ୍ବିତ ଅନ୍ତର୍ଦାହ-୨' ସହିତ । ଅନ୍ୟ କବିାତ ଗୁଡିକ ମଧ୍ୟ ସେହି ଅନ୍ତର୍ଦାହରୁ ହିଁ ସୃଷ୍ଟି କିନ୍ତୁ ସେଗୁଡିକ ଭିନ୍ନ ଭିନ୍ନ ନାମ ଏବଂ ରୂପରେ ଆବିର୍ଭୁତ ।\u003c\/p\u003e\u003cp\u003e ଏହି ଗ୍ରନ୍ଥରେ ସ୍ଥାନିତ 'ଓଶାମୃତ' କବିତାଟି ବିଶିଷ୍ଟ ଦାର୍ଶନିକ ଓଶୋ ତଥା ଆଚାର୍ଯ୍ୟ ରଜନୀଶଙ୍କ ଏକ ଜୀବନ ଦର୍ଶନକୁ ନେଇ ରଚନା କରାଯାଇଥିବା ବେଳେ 'ଜୀବନ' କବିତାଟି ଅଜଣା ଏକ ଲେଖକଙ୍କ ଏକ ହିନ୍ଦୀ କବିାତର ଭାବାନୁବାଦ ଏବଂ ସେହିପରି 'ଯଥାର୍ଥାନୁଭବ' କବିତାଟି ଜଣେ ଇଂରାଜୀ କବି ତଥା ଜୟ ଲଭ୍]ଲେଟ୍ କ୍ରଫୋର୍ଡଙ୍କ ଦ୍ୱାରା ରଚିତ 'ଦ ୱାର୍ଲ୍ଡ ଇଜ୍ ମାଇନ୍]' କବିତାର ଭାବାନୁବାଦ ଅଟେ ।\u003c\/p\u003e\u003cp\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":47779439706263,"sku":"9781645602682","price":1297.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645602682.webp?v=1778036622","url":"https:\/\/atlanticbooks.com\/products\/bilambita-antardaha-9781645602682","provider":"Atlantic Books","version":"1.0","type":"link"}