{"product_id":"geeta-phulara-mahaka-9781645608028","title":"Geeta Phulara Mahaka","description":"\u003cp\u003e • Author(s): Govind Chandra Dash\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Asian - General\u003c\/p\u003e\u003cp\u003e\u003c\/p\u003e\u003cp\u003eଗୀତ ଫୁଲର ବାସ୍ନା ନିଆରା । ଗୀତ ଫୁଲର ବଗିଚାରେ ଫୁଲମାନଙ୍କ ସୁରଭି ବାଣ୍ଟୁଥିବାକବି ଡ. ଗୋବିନ୍ଦ ଚନ୍ଦ୍ର ଦାଶ । ଶବ୍ଦ ମାନଙ୍କର ଶୂନ୍ୟ ସଡ଼କର କଡ଼େ କଡ଼େ ଅନେକ ଅଚିହ୍ନା, ଅଲୋଡ଼ା, ଅମୁହାଁ ଗଛ । ଗଛ ଡାଳରେ ଓହଳିଛି ଗୀତ ଫୁଲ ସବୁ, ବାସ୍ନାରେ ବିସ୍ମୟ ବିଭୋର ମନ, ସମୟର ଶକ୍ତ ଟାଣ ମୁଠାରେ ଚିରକାଳ ବନ୍ଦୀଥିବା ଦୁଃଖର ତାଡ଼ନା, ଜୀବନ ଜିଇଁବାର ନିର୍ଦ୍ଦିଷ୍ଟତା ଭିତରେ ଅନେକ ଅମୃତ ଅନୁଭବ ଓ ଗତିଶୀଳ ସମୟର ନିର୍ଦ୍ଦିଷ୍ଟ ପରିଧି ଭିତରେ ଅନିର୍ଦ୍ଦିଷ୍ଟ ଆନନ୍ଦର ନିଜସ୍ୱତା ।\u003c\/p\u003e\u003cp\u003eଜଣେ ସଫଳ ଗୀତିକାର ତଥା ଅଜସ୍ର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ଡ. ଦାଶଙ୍କର ଏହି ପଞ୍ଚଦଶ କବିତା ସଂକଳନଟି ନିଶ୍ଚିତ ଭାବେ ପାଠକୀୟ ସ୍ୱୀକୃତି ଲାଭ କରିବ ଏହା ନିଃସନ୍ଦେହ ।\u003c\/p\u003e\u003cp\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":47593548775575,"sku":"9781645608028","price":1304.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645608028.webp?v=1774982387","url":"https:\/\/atlanticbooks.com\/products\/geeta-phulara-mahaka-9781645608028","provider":"Atlantic Books","version":"1.0","type":"link"}