{"product_id":"natakara-biswarupa-9781645600893","title":"Natakara Biswarupa","description":"\u003cp\u003e • Author(s): Sanghamitra Mishra\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Asian - Indic\u003c\/p\u003e\u003cp\u003e\u003c\/p\u003e\u003cp\u003e'ନାଟକର ବିଶ୍ୱରୂପ' ସଂଘମିତ୍ରା ମିଶ୍ରଙ୍କର ନାଟକ ସମାଲୋଚନା ପୁସ୍ତକ । ୨୦ଟି ପ୍ରବନ୍ଧ ନେଇ ଏହାର ପ୍ରାଣ ପ୍ରତିଷ୍ଠା । ସଂଘମିତ୍ରା ମିଶ୍ର ନାଟକ ତଥା ନାଟ୍ୟସମାଲୋଚନା କ୍ଷେତ୍ରରେ ଏକ ଉଜ୍ୱଳ ଉଦାହରଣ । ତାଙ୍କର ଦୀର୍ଘ କାଳର ନାଟକପଠନ, ଦର୍ଶନ, ଗବେଷଣା ଓ ପାଠ୍ୟଦାନ ତଥା ପିଏଚ୍]ଡି ଗବେଷଣାର ଦିଗ୍]ଦର୍ଶନ ତାଙ୍କୁ ନାଟକକୁ ଭିନେ ବାଗରେ ଦେଖିବାର ଆଗ୍ରହ ଦେଇଛି । ନାଟକ ସହିତ ଏକାତ୍ମ ହେବାର ଅନୁଭବ ନେଇ ରଚିତ ଏହି ପ୍ରବନ୍ଧଗୁଡ଼ିକ ଆଗ୍ରହୀ ପାଠକଙ୍କର ପ୍ରତ୍ୟାଶା ଅବଶ୍ୟ ପୂରଣ କରିବ ଏହି ଆଶା ଆମେ ରଖିଛୁ ।\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":46863960277143,"sku":"9781645600893","price":1335.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645600893.webp?v=1769972394","url":"https:\/\/atlanticbooks.com\/products\/natakara-biswarupa-9781645600893","provider":"Atlantic Books","version":"1.0","type":"link"}