{"product_id":"natyacharcha-9781645608684","title":"Natyacharcha","description":"\u003cp\u003e • Author(s): Sabitabala Nayak\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Essays\u003c\/p\u003e\u003cp\u003e\u003c\/p\u003e\u003cp\u003e'ନାଟକ' ସୁସ୍ଥ, ସୁନ୍ଦର ଓ ବଳିଷ୍ଠ ସମାଜର ଦିଗ୍ ଦର୍ଶକ ବୋଲି ଆମେ ବିଶ୍ୱାସ କରୁ । ସମାଜର ସାମ୍ପ୍ରତିକ ସମସ୍ୟାକୁ ବାସ୍ତବ କ୍ଷେତ୍ରରୁ ଆବିଷ୍କାର କରି ଆଣି ଜନ ଚେତନା ଜାଗ୍ରତ କରିବା ଏବଂ ସମାଧାନର ସୂତ୍ର ଖୋଜିବା ପାଇଁ ପ୍ରେରିତ କରିବା ହେଉଛି ନାଟକର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ନାଟକ ଓ ମଂଚ ପାଇଁ ଯେଉଁ କେତେଜଣ ନାଟ୍ୟକାର ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରି ଦେଇଛନ୍ତି ସେମାନଙ୍କ ଭିତରୁ ବଛା ବଛା କେତେକ ନାଟ୍ୟକାରଙ୍କ ନାଟକ ତଥା ଅନ୍ୟାନ୍ୟ ନାଟକ ସମ୍ପର୍କିତ କେତୋଟି ବିଷୟକୁ ମୋର ଏହି 'ନାଟ୍ୟଚର୍ଚ୍ଚା' ପୁସ୍ତକରେ ଆଲୋଚନା କରାଯାଇଛି ।\u003c\/p\u003e\u003cp\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":47882913120407,"sku":"9781645608684","price":1480.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645608684.webp?v=1781098012","url":"https:\/\/atlanticbooks.com\/products\/natyacharcha-9781645608684","provider":"Atlantic Books","version":"1.0","type":"link"}