{"product_id":"prathama-arghya-9781990494048","title":"Prathama Arghya","description":"\u003cp\u003e • Author(s): Jayashree Nanda\u003cbr\u003e • Publisher: Vidya Publishing Inc.\u003cbr\u003e • Publisher Imprint: Vidya Publishing Inc.\u003cbr\u003e • BISAC: Hindu\u003c\/p\u003e\u003cp\u003e\u003c\/p\u003e\u003cp\u003eଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ ଭାବରୁ ପ୍ରତିଦିନ ଡ. ଜୟଶ୍ରୀ ନନ୍ଦ ଙ୍କ ହୃଦୟକାନନରେ ପ୍ରସ୍ଫୁଟିତ ହୁଏ ଭକ୍ତିଭାବର କୁସୁମଟିଏ ଯାହା ରୂପନିଏ ଭକ୍ତିଭାବାତ୍ମକ କବିତାଟିଏ ହୋଇ । ସେହି କବିତା ଗୁଡ଼ିକର ଗୁଛ ଆଜି ଜୟଶ୍ରୀଙ୍କର \"ପ୍ରଥମ ଅର୍ଘ୍ୟ\" ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ। ସରଳ ସାବଲୀଳ ହୃଦୟର ଅନ୍ତଃସ୍ୱର ଏହି ପଦ୍ୟାକୃତି ନିଶ୍ଚୟ ପାଠକ ମନକୁ ଛୁଇଁବ ।\u003c\/p\u003e\u003cp\u003e\u003cbr\u003e\u003c\/p\u003e","brand":"Atlantic Books","offers":[{"title":"Paperback","offer_id":46449767022743,"sku":"9781990494048","price":1239.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781990494048.webp?v=1769147855","url":"https:\/\/atlanticbooks.com\/products\/prathama-arghya-9781990494048","provider":"Atlantic Books","version":"1.0","type":"link"}