{"product_id":"sukhmasamikshya-pariprekhire-odia-sahitya-odia-literature-in-the-context-of-micro-criticism-9781645608578","title":"Sukhmasamikshya Pariprekhire Odia Sahitya: (Odia Literature in the Context of Micro-Criticism)","description":"\u003cp\u003e • Author(s): Rabindra Kumar Das\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Asian - General\u003c\/p\u003e\u003cp\u003e\u003c\/p\u003e\u003cp\u003eଏହି ନୂଆ ସମାଲୋଚନା ଗ୍ରନ୍ଥଟି, ଯାହାର ଶୀର୍ଷକ ରହିଛି \"ସୂକ୍ଷ୍ମସମୀକ୍ଷା ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ\"; ଯେଉଁଥିରେ ଇକୋକ୍ରିଟିସିଜମ୍]ଠାରୁ ଆରମ୍ଭ କରି ୟୁଟୋପିଆବାଦ, ଡେଷ୍ଟୋପିଆବାଦ, ଫୁକୋଙ୍କ କ୍ଷମତା ସଂରଚନା, ସୂଚନାମୂଳକ ଶବ୍ଦ, ଗ୍ରାଫିକ୍ କଥାରଚନା, ଶୈଳୀ ଓ ଶୈଳୀବୈଜ୍ଞାନିକ ଅଧ୍ୟୟନ, ଅନ୍ତର୍ବିଦ୍ୟାମୂଳକ ଅଧ୍ୟୟନ, ରୂପାନ୍ତର ତତ୍ତ୍ୱ, ଭାରତୀୟ ଅଧ୍ୟାତ୍ମବାଦୀ ଜ୍ଞାନପରମ୍ପରା ଏବଂ ଉତ୍ତରସଂରଚନାବାଦୀ ଅସ୍ଥିର ଶବ୍ଦାର୍ଥ ଓ ଅନିଶ୍ଚୟ ଅବବୋଧ ପ୍ରଭୃତି ପ୍ରବନ୍ଧ ସ୍ଥାନିତ ହୋଇଛି, ଆଗାମୀ ଦିନରେ ଏହି ଗ୍ରନ୍ଥଟି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ ଓ ଆଦୃତି ଲଭିବ ବୋଲି ମୋର ବିଶ୍ୱାସ।\u003c\/p\u003e\u003cp\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":47774973886615,"sku":"9781645608578","price":1700.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645608578.webp?v=1777987789","url":"https:\/\/atlanticbooks.com\/products\/sukhmasamikshya-pariprekhire-odia-sahitya-odia-literature-in-the-context-of-micro-criticism-9781645608578","provider":"Atlantic Books","version":"1.0","type":"link"}