{"product_id":"ushara-bhumi-ebam-anyanya-kabita-the-waste-land-and-other-poems-9781645608325","title":"Ushara Bhumi Ebam Anyanya Kabita (The Waste Land and Other Poems)","description":"\u003cp\u003e • Author(s): T. S. Eliot | Manoranjan Pattanayak\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Epic\u003c\/p\u003e\u003cp\u003e\u003c\/p\u003e\u003cp\u003eଓଡ଼ିଆ ହେଉଛି ପ୍ରଥମ ଭାରତୀୟ ଭାଷା ଯେଉଁଥିରେ ପ୍ରଥମେ ଏହା ଅନୁବାଦ କରାଯାଇଥିଲା। ଇଣ୍ଟରନେଟ୍]ରୁ ଦେଖିକରି ଏହା ସ୍ପଷ୍ଟ ହୁଏ ଯେ ୧୯୫୬ ମସିହାରେ, ପ୍ରଶଂସିତ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଟି.ଏସ୍].ଏଲିୟଟଙ୍କର ମହାନ ରଚନା 'ଦି ୱେଷ୍ଟ ଲ୍ୟାଣ୍ଡ' ସହିତ ଅନ୍ୟ କିଛି କବିତାର ଅନୁବାଦ ସଂଲଗ୍ନ କରି 'ପୋଡ଼ା ଭୂଇଁ ଓ ଅନ୍ୟାନ୍ୟ କବିତା' ଶୀର୍ଷକରେ ଅନୁବାଦ କରିଥିଲେ, ଯାହା ପ୍ରଫୁଲ୍ଲଚନ୍ଦ୍ର ଦାସଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଦାସ ଅନୁବାଦ ସମ୍ପର୍କରେ ଏଲିୟଟଙ୍କ ସହିତ ପତ୍ରାଳାପ କରିଥିଲେ ଏବଂ ତାଙ୍କ ସମ୍ମତିରେ ସିଏ ଜ୍ଞାନୀନ୍ଦ୍ର ବର୍ମାଙ୍କୁ ଏଲିୟଟଙ୍କର ପ୍ରମୁଖ କବିତାଗୁଡ଼ିକୁ ଅନୁବାଦ କରିବାକୁ ପ୍ରେରଣା ଦେଇଥିଲେ। ସମସ୍ତ ସମ୍ଭାବନାରେ, ସିଏ ଅନ୍ୟ ଭାରତୀୟ ଭାଷାରେ ଏହାର ଅନୁବାଦ ପାଇଁ କପିରାଇଟ୍ ଅନୁମତି ମଧ୍ୟ ପାଇଥିଲେ। କିନ୍ତୁ ଏହି ପୁସ୍ତକଟି ଏବେ ଉପଲବ୍ଧ ନ ଥିବାରୁ କେତୋଟି କବିତା ଆଉ କେଉଁ କେଉଁ କବିତା ଜ୍ଞାନୀନ୍ଦ୍ର ବର୍ମାଙ୍କ ଦ୍ୱାରା ଅନୂଦିତ ହୋଇ ପ୍ରକାଶ ପାଇଥିଲା, ତାହା ଜଣା ପଡ଼େନି।\u003c\/p\u003e\u003cp\u003e୧୯୫୬ ମସିହାରେ ଏହା ଜ୍ଞାନୀନ୍ଦ୍ର ବର୍ମାଙ୍କ ଦ୍ୱାରା ଓଡ଼ିଆରେ ଅନୂଦିତ ହୋଇଥିଲା, ତେବେ ଏହା ପ୍ରକାଶ ପାଇଥିଲା ୧୯୫୭ ମସିହାରେ, ଅର୍ଥାତ୍ ଏହାକୁ ନୋବେଲ୍ ପୁରସ୍କାର ପ୍ରାପ୍ତ ହେବାର ୯ବର୍ଷ ପରେ। ପୁଣି ୨୦୧୯ ମସିହାରେ ଓଡ଼ିଆରେ ଦ୍ୱିତୀୟ ଅନୁବାଦ ପ୍ରକାଶ ପାଇଲା 'ତ୍ୟକ୍ତ ଉପତ୍ୟକା ଏବଂ ଅନ୍ୟାନ୍ୟ କ\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":47593734635671,"sku":"9781645608325","price":1515.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645608325.webp?v=1774983149","url":"https:\/\/atlanticbooks.com\/products\/ushara-bhumi-ebam-anyanya-kabita-the-waste-land-and-other-poems-9781645608325","provider":"Atlantic Books","version":"1.0","type":"link"}