Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Alisha O Russiya Pari Kahani

by Swarnalata Parida
Save 5% Save 5%
Current price ₹1,301.00
Original price ₹1,372.00
Original price ₹1,372.00
Original price ₹1,372.00
(-5%)
₹1,301.00
Current price ₹1,301.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645608448
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 126
  • Original Price: USD 14.0
  • Language: Oriya
  • Edition: N/A
  • Item Weight: 155 grams
  • BISAC Subject(s): Fairy Tales, Folk Tales, Legends & Mythology

ଆମର ମସ୍କୋ ରହଣି ସମୟରେ ସିଏ 'ସୋଭିଏତ୍ ପ୍ରକାଶନୀ ସଂସ୍ଥା'ରେ କାର୍ଯ୍ୟ ଆରମ୍ଭ କରି ସମୃଦ୍ଧ ରୁଷୀୟ ଭାଷାର କାଳଜୟୀ ରଚନାଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରି ସେସବୁକୁ ପୁସ୍ତକ ଆକାରରେ ପ୍ରକାଶ କରାଉଥିଲେ। ସେଥିସହ ଓଡ଼ିଆ ଭାଷାର ପ୍ରସିଦ୍ଧ ସାହିତ୍ୟ କୃତିଗୁଡ଼ିକୁ ମଧ୍ୟ ରୁଷୀୟ ଭାଷାରେ ଅନୁବାଦ କରିବା କାର୍ଯ୍ୟରେ ଲାଗିଥିଲେ। ଏହାରି ଭିତରେ ମୋର ମଧ୍ୟ ଉଚ୍ଚକୋଟୀର ରୁଷୀୟ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ପରେ ପରେ ମୁଁ ସେଠାରେ ଉଚ୍ଚଶିକ୍ଷା ଲାଭକରି ଶିକ୍ଷାଦାନ ପଦ୍ଧତିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲି। ବୈଷ୍ଣବବାବୁ ସେତେବେଳେ ତାଙ୍କ ଅନୁବାଦ ଲେଖାର ସଂଶୋଧନ କାର୍ଯ୍ୟଟି ମତେ ଦେଉଥିଲେ। କ୍ରମଶଃ ମୁଁ ମୋର ମୌଳିକ ରଚନା ସହ ଅନୁବାଦ କାର୍ଯ୍ୟରେ ମଧ୍ୟ ମନୋନିବେଶ କରିଥିଲି। ତେବେ ଘରକାର୍ଯ୍ୟ, ପିଲାମାନଙ୍କର ଦେଖାଶୁଣା କାର୍ଯ୍ୟ ଯୋଗୁଁ ଏହାର ପରିସର ସୀମିତ ରହିଥିଲା। ମୋର ଅନୁବାଦ ମଧ୍ୟରୁ ସାତଟି ଅନୁବାଦ ସେହି ସମୟରେ ପ୍ରକାଶ ପାଇଥିଲା।

ମୋର ସେହିସବୁ ରୁଷୀୟ ଅନୁବାଦ ମଧ୍ୟରୁ ଚାରିଟି ରୁଷୀୟ ଲୋକ କାହାଣୀ ଓ ପରୀ କାହାଣୀକୁ ନେଇ ଏହି ନୂତନ ସଂକଳନ 'ଆଲିଶା ଓ ରୁଷୀୟ ପରୀ କାହାଣୀ'। ପରୀ କାହାଣୀଗୁଡ଼ିକର ଏକ ସାର୍ବକାଳିକ ଆଦୃତି ରହିଛି। ସବୁବର୍ଗର ପାଠକଙ୍କୁ ଏହା ଭଲ ଲାଗିଥାଏ ବୋଲି ମୋର ବିଶ୍ୱାସ। ତେବେ ରୁଷୀୟ ପରୀ କାହାଣୀଗୁଡ଼ିକର ଏକ ସ୍ୱତନ୍ତ୍ର ଆବେଦନ ଥିବା ମୁଁ ଉପଲବ୍]ଧି କରିଛି। ଆଶା

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us