Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Akalare Sarasa

by Kedarnath Singh , Manoranjan Pattanayak
Save 5% Save 5%
Current price ₹1,304.00
Original price ₹1,372.00
Original price ₹1,372.00
Original price ₹1,372.00
(-5%)
₹1,304.00
Current price ₹1,304.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645605508
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 122
  • Original Price: USD 14.0
  • Language: Oriya
  • Edition: N/A
  • Item Weight: 164 grams
  • BISAC Subject(s): Subjects & Themes / Motivational & Inspirational

ଏକାଡେମୀ ପୁରସ୍କାର ପ୍ରାପ୍ତ 'ଅକାଳ ମେଁ ସାରସ' କବିତାଗ୍ରନ୍ଥଟି ହିନ୍ଦୀ କବିତାକୁ ସର୍ବଥା ଏକ ନୂତନ ମୋଡ଼ ଦେବାର ସାର୍ଥକ ପ୍ରଚେଷ୍ଟା । ଏହି ସଂଗ୍ରହ ସହିତ ଏହି ଆଶା ରହିବ ଯେ କବିତା ନିଜ ମୂଳରେ ପ୍ରସାରିତ ହୁଏ ଆଉ ସେହି ଆଶାରୁ ପ୍ରାପ୍ତ ଉର୍ଜାର ବଳ ଉପରେ ସିଏ ନିଜ ସମୟ, ପରିବେଶ, ମଣିଷର ସଂଘର୍ଷ, ପ୍ରକୃତିରେ ଭଡ଼କି ଉଠୁଥିବା ଜିବୀବିଷାକୁ ଶବ୍ଦ ଦେବାରେ ସକ୍ଷମ ହୁଏ । ଏହି ପୁସ୍ତକଟି ଜନପଦୀୟ ଚେତନାରେ ରଚିତ ଭାଷାର ଐନ୍ଦ୍ରିକତା, ଅର୍ଥଧ୍ୱନି, ମୂର୍ତ୍ତତ ।, ଗୁଂଜନ ଓ ବ୍ୟାପ୍ତିକୁ ଚିହ୍ନିବା ସେତିକି ସହଜ ଯେତିକି ଶ୍ୱାସ ନେବା । କିନ୍ତୁ ଏହି ସହଜ ପରିଚୟରେ ବହୁତ କିଛି ରହିଛି ଯାହା ତା ଜରିଆରେ ଜୀବନରେ ଲୁଚି ରହିଥିବା କିମ୍ବା ଅଧିକ ଗଭୀର ସତ୍ୟତା ପ୍ରତି ଉତ୍ସୁକ କରିଦିଏ । ଗୋଟିଏ ଭାବରେ ଦେଖିବାକୁ ଗଲେ ଏହି କବିତାଗୁଡ଼ିକର ସରଳତା ସେହି ବିଡ଼ମ୍ବନାପୂର୍ଣ୍ଣ ସରଳତାର ଉଦାହରଣ ଯାହା ବସ୍ତୁଗୁଡ଼ିକରେ ଲୁଚି ରହିଥିବା ଜୀବନ-ମର୍ମକୁ ଭେଦ କରି ଦେଖିବାର ଅଦ୍ଭୁତ ପ୍ରଚେଷ୍ଟା ବୋଲି କୁହାଯାଇପାରେ ।

Pattanayak, Manoranjan: - ମନୋରଂଜନ ପଟ୍ଟନାୟକ ଦୀର୍ଘ ୫୩ ବର୍ଷ ହେଲା ମୁମ୍ବଇରେ ରହୁଛନ୍ତି । ଏ ଯାଏଁ ତାଙ୍କର ୧୧ଟି ଅନୂଦିତ ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳୀ', (ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ ରୁବାଇୟାତ', 'ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ ଓ ୨୦ଟି କବିତା ପ୍ରେମର ଏବଂ ଗୋଟିଏ ଗୀତ ହତାଶାର', 'ଶ୍ରୀମଦ୍ ଭଗବଦ୍ ଗୀତା', 'ହଂସଦୂତ', 'ଦ୍ରଷ୍ଟା', 'ମୃତ୍ୟୁବୋଧ ଜୀବନ ବୋଧ' । 'ଅକାଳରେ ସାରସ' ଶ୍ରୀ ପଟ୍ଟନାୟକଙ୍କର ଦ୍ୱାଦଶ ଅନୂଦିତ ପୁସ୍ତକ । ପାଠକ ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶାମୋ- ୯୯୮୭୦୨୨୯୩୦

Singh, Kedarnath: - କେଦାରନାଥ ସିଂହ (୭ ଜୁଲାଇ ୧୯୩୪-୧୯ ମାର୍ଚ୍ଚ ୨୦୧୮) ଜ୍ଞାନପୀଠ ପୁରସ୍କାରରେ ଭୁଷିତ ପ୍ରସିଦ୍ଧ ହିନ୍ଦୀ କବି । ତାଙ୍କୁ ୨୦୧୩ ମସିହାରେ ୪୯ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଥିଲା । ସିଏ ଏହି ପୁରସ୍କାର ପାଇବାରେ ହିନ୍ଦୀ ସାହିତ୍ୟର ୧୦ମ ଲେଖକ ଥିଲେ । ଏହା ପୂର୍ବରୁ ତାଙ୍କର କବିତା ସଂଗ୍ରହ 'ଅକାଳ ମେ ସାରସ' (ଯାହାର ଓଡ଼ିଆ ଅନୁବାଦ ହେଉଛି ଏହି ପୁସ୍ତକ- ଅକାଳରେ ସାରସ) ପାଇଁ ୧୯୮୯ ମସିହାରେ ତାଙ୍କୁ ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ସିଏ ଅନେକ ଗୁଡ଼ିଏ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି, ଯେଉଁଥିରେ ପ୍ରମୁଖ ହେଉଛି ମୈଥିଳୀଶରଣ ଗୁପ୍ତ ସମ୍ମାନ (ମଧ୍ୟପ୍ରଦେଶ), କୁମାରନ ଆଶାନ (କେରଳ), ଦିନକର ପୁରସ୍କାର (ବିହାର), ଜୀବନ ଭାରତୀ ସମ୍ମାନ (ଓଡ଼ିଶା), ଭାରତ ଭାରତୀ ସମ୍ମାନ (ଉତ୍ତର ପ୍ରଦେଶ), ଗଙ୍ଗାଧର ମେହର ରାଷ୍ଟ୍ରୀୟ କବିତା ସମ୍ମାନ (ଓଡ଼ିଶା), ଜଶୁଆ ସମ୍ମାନ (ଆନ୍ଧ୍ର ପ୍ରଦେଶ), ବ୍ୟାସ ସମ୍ମାନ ପ୍ରଭୃତି ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us