Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Bhaba O Bhasara Samrat Surendra

by Sarbeswar Sena
Save 3% Save 3%
Current price ₹1,526.00
Original price ₹1,568.00
Original price ₹1,568.00
Original price ₹1,568.00
(-3%)
₹1,526.00
Current price ₹1,526.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645604983
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 224
  • Original Price: USD 16.0
  • Language: Oriya
  • Edition: N/A
  • Item Weight: 291 grams
  • BISAC Subject(s): Short Stories

କଥା ସମ୍ରାଟ ଫକୀରମୋହନୋତ୍ତର ଓଡ଼ିଆ ଗଳ୍ପ ସାହିତ୍ୟ ଜଗତର ଅପ୍ରତିଦ୍ୱନ୍ଦ୍ୱୀ, ଅନୁପମ ବିନ୍ଧାଣି ସୁରେନ୍ଦ୍ର ମହାନ୍ତି । ସେଇ ମୂର୍ଦ୍ଧନ୍ୟ ସ୍ରଷ୍ଟାଙ୍କର ନିର୍ବାଚିତ ୨୬ ଗୋଟି ଗଳ୍ପ ଉପରେ ଆଧାରିତ ଡ. ସେଣଙ୍କର ଏକ ଭିନ୍ନ ସ୍ୱାଦର ଦ୍ୱାଦଶ ସମୀକ୍ଷା ପୁସ୍ତକ 'ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର' । ଆଲୋଚିତ ପ୍ରତିଟି ଗଳ୍ପର ଭାଷା ବିଭବ ସହ ଭାବ ବିଳାସର ଚାତୁର]୍ୟ୍ୟପୂର୍ଣ୍ଣ ଚିତ୍ରାୟନ ପୁସ୍ତକଟିର ଅନନ୍ୟ ଆକର୍ଷଣ । ବିପୁଳ ପାଠକୀୟ ଶ୍ରଦ୍ଧାଲାଭ କଲେ ଶ୍ରମ ସାର୍ଥକ ହେବ ।

Sena, Sarbeswar: - ସାମ୍ପ୍ରତିକ ଓଡ଼ିଆ ସମାଲୋଚନା ସାହିତ୍ୟ ଜଗତରେ ଡକ୍ଟର ସର୍ବେଶ୍ୱର ସେଣ ଜଣେ ବହୁ ବିଦିତ, ବହୁ ଚର୍ଚ୍ଚିତ ପ୍ରାଜ୍ଞପୁରୁଷ । ବିଶିଷ୍ଟ ଶିକ୍ଷାବିତ୍], ନିପୁଣ ସ୍ତମ୍ଭକାର, ଲବ୍ଧପ୍ରତିଷ୍ଠ ପ୍ରାବନ୍ଧିକ ଭାବେ ତାଙ୍କର ଅମାପ ଖ୍ୟାତି । ବିଶ୍ଳେଷଣାତ୍ମକ ଦୃଷ୍ଟିଭଙ୍ଗୀର ଅପରୂପ ସୁଷମା ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନାଇଦିଏ । ନିରପେକ୍ଷ ଚିନ୍ତନ, ପ୍ରକାଶ ଶୈଳୀର ଅଭିନବତ୍ୱ, ବ୍ୟବହାରିକ ଗଦ୍ୟ ଭାଷା ସହିତ କବିତ୍ୱପୂର୍ଣ୍ଣ ଯୁଗଳବନ୍ଦୀର ସୁନ୍ଦର ଉପସ୍ଥାପନ-ଏସବୁ ତାଙ୍କୁ ସୁଧୀ ପାଠକ ମହଲରେ ଏକ ନିଆରା ଆସନ ପ୍ରଦାନ କରିଛି । ମୌଳିକ ପ୍ରତିବେଦନ, ସଠିକ ଆକଳନ, ବୁଦ୍ଧିଦୀପ୍ତ ବିଭାରେ ତାଙ୍କ ସୃଷ୍ଟି ଅତୀବ ମଞ୍ଜୁଳ । ତାହାହିଁ ତାଙ୍କର ସ୍ୱତନ୍ତ୍ରତା, ଅନନ୍ୟ ବିଶେଷତ୍ୱ ।ଏ-ଯାବତ୍ ଡ. ସେଣ ଆମ ସାରସ୍ୱତ ଜଗତକୁ ୧୧ ଖଣ୍ଡ ସମାଲୋଚନା ଧର୍ମୀ ପୁସ୍ତକ ଭେଟି ଦେଇଛନ୍ତି । ଲେଖକଙ୍କ ଦ୍ୱାରା ରଚିତ 'କାଳ ଓ କଳାର ଶିଳ୍ପୀ ସୁରେନ୍ଦ୍ର' ପ୍ରବନ୍ଧ ପୁସ୍ତକ ପୂର୍ବରୁ ପ୍ରକାଶିତ । ଏଥିରେ ସୁରେନ୍ଦ୍ରଙ୍କ ସମକାଳୀନ ଶିକ୍ଷା, ସାହିତ୍ୟ, ସାମ୍ବାଦିକତା, ରାଜନୀତିକ ପ୍ରାଣସ୍ପନ୍ଦନର ଚିତ୍ର ଏକ ଅଭିନବ କଳାତ୍ମକ ଶୈଳୀରେ ବିଶ୍ଳେଷଣ କରାଯାଇଛି ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us