Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Bhari Manepade

by Manas Panda
Save 3% Save 3%
Current price ₹1,328.00
Original price ₹1,372.00
Original price ₹1,372.00
Original price ₹1,372.00
(-3%)
₹1,328.00
Current price ₹1,328.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645602187
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 178
  • Original Price: USD 14.0
  • Language: Oriya
  • Edition: N/A
  • Item Weight: 232 grams
  • BISAC Subject(s): Literary

ମାନସଙ୍କ ଅଠରଟି ଗପକୁ ନେଇ ପ୍ରସ୍ତୁତ ଏଇ ପ୍ରଥମ ସଂକଳନରେ ରହିଛି ବିବିଧତାର ବାଙ୍ମୟ ବାସ୍ନା । ପିଲାଦିନର ମହମହ ସ୍ମୃତିଠୁ ତାରୁଣ୍ୟର ତରଳ ସ୍ୱପ୍ନଯାଏ; ପୁଣି ସ୍ୱପ୍ନଭଙ୍ଗର ଉତ୍ପୀଡ଼କ ଉପପାଦ୍ୟଠୁ ବାସ୍ତବତାର ବିସ୍ତୃତ ବର୍ଣ୍ଣବିଭାଯାଏ; .. ଯାହା ନିଶ୍ଚିତ ରୂପେ ଉଚ୍ଚକିତ ଓ ଉତ୍ସାହିତ କରିବ ଚିହ୍ନରା ପାଠକମାନଙ୍କୁ ।

ତ' ସ୍ୱାଗତ କରନ୍ତୁ.. ଆମ 'କଥା-ପରମ୍ପରା'ର ଜଣେ ନୂଆ ନିଆରା ନାୟକଙ୍କୁ, ସମର୍ଥ ସଫଳ ସ୍ରଷ୍ଟାପୁରୁଷଙ୍କୁ.. ।


Panda, Manas: - ସଂଖ୍ୟା ଦୃଷ୍ଟିରୁ ଖୁବ୍ କମ୍ ଗପ ଲେଖିଥିବା ସତ୍ତ୍ୱେ, ନିଜର ଏକ ସ୍ୱତନ୍ତ୍ର ଛାପ ଓ ପରିଚୟ ତିଆରିବାରେ ସକ୍ଷମ ହୋଇଥିବା ଆମ ସମୟର ଜଣେ ପ୍ରଭାବଶାଳୀ ଓ ପ୍ରତିଶ୍ରୁତିସଂପନ୍ନ ଗାଳ୍ପିକ ହେଲେ ମାନସ ପଣ୍ଡା । ମାନସଙ୍କ ଗଳ୍ପ-ମାନସର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି, କାହାଣୀ ଚୟନଠୁ କଥନ ଶୈଳୀଯାଏ- ସବୁଥିରେ ଥାଏ ଦଲକାଏ ତାଜାପଣ । ତାଙ୍କ ଗପସବୁ ଏକାଧାରରେ ଅଣପାରମ୍ପରିକ ଓ ଅଣବୋରିଂ; ସାବଲୀଳ ଓ ସୁଖପାଠ୍ୟ; ବିନା ବିରାମରେ ଏକା ନିଃଶ୍ୱାସକେ ପଢ଼ି ହେଇଗଲା ଭଳି ଆକର୍ଷଣୀୟ ଓ ଉପଭୋଗ୍ୟ । ପୁଣି, ପ୍ରେମ-ପ୍ରତାରଣାର ପଣକିଆ ପଢ଼ାଇବାରେ ତାଙ୍କ ଗପ ଯେତିକି ପାରଙ୍ଗମ, ଜୀବନ-ଜଞ୍ଜାଳର ଜଟିଳ ଜ୍ୟାମିତି କଷାଇବାରେ ବି ସେତିକି ଜାଜ୍ଜ୍ୱଲ୍ୟମାନ ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us