Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Gotie Janmara Kahani

by Kalpanamayee Dash
Save 5% Save 5%
Current price ₹1,484.00
Original price ₹1,568.00
Original price ₹1,568.00
Original price ₹1,568.00
(-5%)
₹1,484.00
Current price ₹1,484.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645608769
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 140
  • Original Price: USD 16.0
  • Language: Oriya
  • Edition: N/A
  • Item Weight: 168 grams
  • BISAC Subject(s): Short Stories (single author)

Dash, Kalpanamayee: - କଳ୍ପନାମୟୀ ଦାଶ, ଜନ୍ମ ୧୫ ମାର୍ଚ୍ଚ ୧୯୫୦। ଜନ୍ମ ସ୍ଥାନ କାମାକ୍ଷାନଗର (ଢେଙ୍କାନାଳ ଜିଲ୍ଲା) ବାପା ସ୍ୱର୍ଗତଃ ବସନ୍ତ କୁମାର ମହାପାତ୍ର ଏବଂ ମାଆ ସ୍ୱର୍ଗତାଃ ପ୍ରମୋଦ କୁମାରୀଙ୍କ ଲାଳନ ପାଳନ ଏବଂ ଜେଜେବାପା ସ୍ୱର୍ଗତଃ ନିତ୍ୟାନନ୍ଦ ମହାପାତ୍ର ତଥା ଜେଜେମା ସ୍ୱର୍ଗତାଃ ସତ୍ୟବତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୬୫ ମସିହାରେ କାମାକ୍ଷାନଗର ହାଇସ୍କୁଲରୁ କୃତିତ୍ୱ ସହ ମାଟ୍ରିକ (ଏକାଦଶ ଶ୍ରେଣୀ) ପାସ୍ କରିଥିଲେ। ଅଷ୍ଟମ ଶ୍ରେଣୀ ପାସ୍ କରିବା ବେଳକୁ ହିନ୍ଦୀ ପରିଚୟ ପାସ୍ କରିସାରିଥିଲେ ଏବଂ ୟୁଏନ୍]ଓ କ୍ଲାସ୍ ମଧ୍ୟ ଶେଷ କରିଥିଲେ। ୧୯୬୬ରେ ଶୈଳବାଳା ମହିଳା ମହିଳା ବିଦ୍ୟାଳୟରୁ ପ୍ରି-ୟୁନିଭରସିଟି ପାଠ୍ୟକ୍ରମ ଶେଷ କରି ଶାଶୁଘରକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। କଲେଜ୍]ରେ ପଢ଼ିବା ସମୟରେ ସିଏ କଳାବିକାଶ କେନ୍ଦ୍ରରେ ଗୁରୁ ସ୍ୱର୍ଗତଃ ରାଖାଲ ମହାନ୍ତିଙ୍କ ପାଖରେ ଓଡ଼ିଶୀ ସଂଗୀତ ଶିକ୍ଷା କରୁଥିଲେ। ସେ ସମୟରେ ସେ ସ୍ୱର୍ଗତଃ ରଘୁନାଥ ପାଣିଗ୍ରାହୀ, ସଂଯୁକ୍ତା ପାଣିଗ୍ରାହୀ, ଶ୍ୟାମାମଣୀ ଦେବୀ, ହାଂସୀରାଗୀ ରଜତ ଆଦି ଅନେକ କଳାକାରଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ସମୟରୁ ଆମେରିକା ଆସିବା ପର୍ଯ୍ୟନ୍ତ ସିଏ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଲେଖାଲେଖି ଜାରି ରଖିଥିଲେ। ୧୯୬୭ ମସିହା ଜୁନ୍ ୧୮ ତାରିଖରେ ଏ ସମସ୍ତ ପଛରେ ପକାଇ ଡ. ଶୀତକଣ୍ଠ ଦାଶଙ୍କୁ ବିବାହ କରି ଶାଶୁଘରକୁ ଚାଲିଗଲେ। ୧୯୬୮ ମସିହା ଜୁନ୍ ୧୩ରେ ପ୍ରଥମ ପୁଅ ରାଜେଶର ଜନ୍ମ। ୧୯୬୯ ମେ ମାସରେ ଶୀତକଣ୍ଠବାବୁଙ୍କ ବିଦେଶ ଯାତ୍ରା, ପାରିବାରିକ ଆବଶ୍ୟକତା, ପାରିପାଶ୍ୱିର୍କ ପରିସ୍ଥିତିକୁ ଆଖିରେ ରଖି ସିଏ ୧୯୭୪ ମସିହା ପର୍ଯ୍ୟନ୍ତ (୭ ବର୍ଷ) ଶାଶୁଘରେ କଟେଇଥିଲେ। ପରିଶେଷରେ ୬ ବର୍ଷର ପୁଅ ରାଜାକୁ ନେଇ ୧୯୭୪ରେ ଆମେରିକା ଯାତ୍ରା କରିଥିଲେ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us