Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Jaha Nei Jeebana

by Niranjan Behuria
Save 4% Save 4%
Current price ₹1,500.00
Original price ₹1,568.00
Original price ₹1,568.00
Original price ₹1,568.00
(-4%)
₹1,500.00
Current price ₹1,500.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645608622
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 178
  • Original Price: USD 16.0
  • Language: Oriya
  • Edition: N/A
  • Item Weight: 214 grams
  • BISAC Subject(s): Literary Figures

Behuria, Niranjan: - ଉତ୍ତର ସତୁରୀର ଦ୍ୱିତୀୟାର୍ଦ୍ଧରୁ କବିତା ରଚନାରେ ନିମଗ୍ନ ନିରଂଜନ ବେହୁରିଆ (୧୯୫୪) ଓଡ଼ିଆ କବିତା ରାଜ୍ୟରେ ଜଣେ ସୁପରିଚିତ ଓ ପ୍ରତିଷ୍ଠିତ ପ୍ରତିଭା । କବିତାର ନିଆରା ପଣ ଏବଂ ସୂକ୍ଷ୍ମ ସରଳ ଅଭିବ୍ୟକ୍ତିର ଚିତ୍ରମୟ ପରିପ୍ରକାଶ ହିଁ ତାଙ୍କର ସ୍ୱତନ୍ତ୍ରତା । ଦୁର୍ବୋଧ୍ୟତା ନୁହେଁ, ଜୀବନ ଜିଜ୍ଞାସାର ସଜୀବ ଅନୁଭୂତିର ବର୍ଣ୍ଣାଢ଼୍ୟ ରୂପରେ ଗଢ଼ା ତାଙ୍କର ସୃଜନ ଜଗତ, ଯାହା ଅନ୍ୟକୁ ଆକର୍ଷିତ କରିବାର ସାମର୍ଥ୍ୟ ରଖେ । "ଯାହା ନେଇ ଜୀବନ" ତାଙ୍କର ଜୀବନାଲେଖ୍ୟ । ଏଥିରେ ତାଙ୍କର ପିଲାଦିନ, ପରିବାର, ଶିକ୍ଷା, ସାହିତ୍ୟ, ବୃତ୍ତି ଓ ସଂସାର ପ୍ରଭୃତି ଘଟଣାବଳୀର ବର୍ଣ୍ଣନା ପ୍ରାଞ୍ଜଳ ଓ ସାବଲ୍ଲୀଳ ଭାବରେ ଲିପିବଦ୍ଧ । ସ୍ୱର ସ୍ପଷ୍ଟ ଓ ସଚ୍ଚୋଟ । ସ୍ମରଣୀୟ ସ୍ମୃତି ସବୁର ବିଶ୍ଳେଷଣରେ ନିର୍ମିତ ଏହି ଗଦ୍ୟଗାଥାରେ ନିଟୋଳ କାବ୍ୟିକତା, ଶବ୍ଦ ପ୍ରୟୋଗର ଚମତ୍କାରିତା, ଗଭୀର ଅନ୍ତରଙ୍ଗ ଅନୁଭବର ସମନ୍ୱୟ ସୌନ୍ଦର୍ଯ୍ୟବୋଧ ତାଙ୍କ ସୃଜନର ଚଉପାଶକୁ ଚହଟାଇ ଦେବାର କ୍ଷମତା ରଖେ ।ତାଙ୍କର କବିତା ସଂକଳନ "କେଉଁଠି ଥାପିବୁ ପାଦ" ଅନ୍ତରଂଗ ନୀରବତା, ସ୍ମୃତିକଥା "ଗାଆଁର ସ୍ମୃତି ସ୍ମୃତିର ଗାଆଁ", ସମାଲୋଚନା ଗ୍ରନ୍ଥ "ଚେତନାର ଚିତ୍ରନଦୀ" ପରି ଏହି ଆତ୍ମକଥା ପାଠକମାନଙ୍କର ସପ୍ରଶସ୍ତ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us