Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Kaa

by Kanhu Charan Mohanty
Save 2% Save 2%
Current price ₹1,540.00
Original price ₹1,568.00
Original price ₹1,568.00
Original price ₹1,568.00
(-2%)
₹1,540.00
Current price ₹1,540.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645603764
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 260
  • Original Price: USD 16.0
  • Language: Oriya
  • Edition: N/A
  • Item Weight: 332 grams
  • BISAC Subject(s): Romance / International

KAA (Impersonation, 1956) is the literary masterpiece of the celebrated Odia novelist Kanhu Charan Mohanty. The novel deals with the subject of female infertility and maternal death. This book was received Sahitya Akademi award in 1958. Directed by Siddhartha, which is a pseudonym for Gour Prasad Ghose, Parbati Ghose, & Ram Chandra Thakur it was made into a popular feature film in 1965 with the same name and received the National Film Award for Best Feature film in Odia in 1966.

Mohanty, Kanhu Charan: - କାହ୍ନୁଚରଣ ମହାନ୍ତି (୧୯୦୬-୯୪): ଆଧୁନିକ ଓଡ଼ିଆ ଉପନ୍ୟାସ ସାହିତ୍ୟରେ କଥା ସମ୍ରାଟ ଫକୀରମୋହନଙ୍କ ସୁଯୋଗ୍ୟ ଦାୟାଦ ଭାବରେ କାହ୍ନୁଚରଣ ମହାନ୍ତି ଜଣେ କାଳଜୟୀ ଯଶସ୍ୱୀ କଥାକାର । ଅର୍ଦ୍ଧଶତରୁ ଊର୍ଦ୍ଧ୍ୱ ଉପନ୍ୟାସର ରଚୟିତା ଭାବରେ ସେ ଓଡ଼ିଆ ପାଠକମାନଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚିତି ଲାଭ କରିଛନ୍ତି । ୧୯୦୬ ମସିହା ଅଗଷ୍ଟ ୧୧ ତାରିଖରେ ପିତା ସୂର୍ଯ୍ୟମଣି ମହାନ୍ତି ଏବଂ ମାତା ଦୁର୍ଗାଦେବୀଙ୍କ କୋଳମଣ୍ଡନ କରି ସେ କଟକ ଜିଲ୍ଲାର ନାଗବାଲି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଉପନ୍ୟାସଗୁଡ଼ିକ ପଲ୍ଲୀ ଏବଂ ନଗର ଜୀବନର ନିଚ୍ଛକ ପ୍ରତିଛବି ବହନ କରେ । କାହ୍ନୁଚରଣଙ୍କ ପ୍ରତ୍ୟେକ ଉପନ୍ୟାସ ବିବିଧ ଭାବଧର୍ମର ସର୍ଜନାତ୍ମକ ରୂପ ଆଧାରରେ ଖୁବ୍ ବ୍ୟତିକ୍ରମ । ତାଙ୍କ ଉପନ୍ୟାସଗୁଡ଼ିକରେ ରହିଛି- ବାଲିରାଜା, ପଳାତକ, ବଜ୍ରବାହୁ, ତଥାସ୍ତୁ, ହାଅନ୍ନ, ଶାସ୍ତି, ଅଦେଖା ହାତ, ତୁଣ୍ଡବାଇଦ, କା, ଅଭିନେତ୍ରୀ, ଭୁଲି ହୁଏନା, ପ୍ରତୀକ୍ଷା, ଝଞ୍ଜା, ମିଳନର ଛନ୍ଦ, ଇତିହ, ବଗବଗୁଲୀ, ଢେଉଢେଉକା, ତମସାତୀରେ, ଏପାରି ସେପାରି, ମନଜାଣେ ପାପ, କ୍ଷଣକ୍ଷଣକେ ଆନ, ଲଲାଟଲିଖନ, ପାବନୀ, ଯକ୍ଷ ଇତ୍ୟାଦି । 'ଶାସ୍ତି', 'କା' ଏବଂ 'ତୁଣ୍ଡବାଇଦ' ଇତ୍ୟାଦି ଉପନ୍ୟାସକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବା କାହ୍ନୁଚରଣଙ୍କ ସର୍ଜ୍ଜନାର ପ୍ରଭାବ ଏବଂ ସାମର୍ଥ୍ୟକୁ ପ୍ରତିଷ୍ଠା କରେ । ଜୀବନଧର୍ମୀ ଭାଷା ମାଧ୍ୟମରେ ବାସ୍ତବ ଜୀବନ ତଥା ସାମାଜିକ ଚଳଣିକୁ ନେଇ ରଚିତ ତାଙ୍କର ଉପନ୍ୟାସ ଓ ଗଳ୍ପଗୁଡ଼ିକରେ ଅଛନ୍ତି ଓଡ଼ିଶାର ଗାଁ ଗହଳିରେ ଆତଯାତ ହେଉଥିବା ଜୀବନ୍ତ ଚରିତ୍ରମାନେ । ସାମାଜିକ ମୂଲ୍ୟବୋଧ ଏବଂ ପରମ୍ପରାର ପ୍ରତିଷ୍ଠା ସହିତ ସାମାଜିକ ସଂସ୍କାରଧର୍ମୀ ଚେତନାର ଆହ୍ୱାନ ଓ ଅନ୍ଧବିଶ୍ୱାସ ବିରୋଧରେ କାହ୍ନୁଚରଣଙ୍କ ସ୍ୱର ଉତ୍ତୋଳନ ହିଁ ତାଙ୍କ ସୃଷ୍ଟିର ସୌରଭ । କାହ୍ନୁଚରଣଙ୍କ ପ୍ରଚଣ୍ଡ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସାହିତ୍ୟ ଏକାଡେମୀ ଫେଲୋ ସମ୍ମାନ ପ୍ରଦାନ କରାଯାଇଥିଲା । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ସେହି ମହାନ୍ ସାହିତ୍ୟିକଙ୍କ ତିରୋଧାନ ହୋଇଥିଲା ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us