Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Mati Mukti

by Raghunath Sahoo
Save 4% Save 4%
Current price ₹1,512.00
Original price ₹1,568.00
Original price ₹1,568.00
Original price ₹1,568.00
(-4%)
₹1,512.00
Current price ₹1,512.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645606598
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 212
  • Original Price: USD 16.0
  • Language: Oriya
  • Edition: N/A
  • Item Weight: 250 grams
  • BISAC Subject(s): Nature & the Environment

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ- ପାରାଦ୍ୱୀପ ସଂଲଗ୍ନ ବଙ୍ଗୋପସାଗର ଉପକୂଳ ଢିଙ୍କିଆ ଚାରିଦେଶ (ଢିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଂଚାୟତକୁ କୁହାଯାଏ)ରେ ଲୁହା କାରଖାନା ନିର୍ମାଣ କରିବାକୁ ଦୁଇ ହଜାର ପାଂଚ ମସିହା ଜୁନ୍ ମାସ ବାଇଶି ତାରିଖରେ ଦକ୍ଷିଣ କୋରିଆର ପୋହାଙ୍ଗ ଷ୍ଟିଲ କମ୍ପାନୀ(ପୋସ୍କୋ) ଓଡ଼ିଶା ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ କରିବା ପରେ ସେଠାକାର ଗ୍ରାମବାସୀ ଭିଟାମାଟି ଛାଡ଼ିବାକୁ ରାଜି ହେଲେ ନାହିଁ । ପୋସ୍କୋ ପାଇଁ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କରିବାକୁ ପୋଲିସ୍ ବଳ ପ୍ରୟୋଗ କରିବାରୁ ଗ୍ରାମବାସୀମାନେ ପାଲଟା ଜବାବ ଦେଇ ସଶସ୍ତ୍ର ଲଢ଼େଇ ଲଢ଼ିଥିଲେ । ଗ୍ରାମବାସୀ-ପୋଲିସ ରକ୍ତାକ୍ତ ସଂଘର୍ଷରେ ପାଂଚ ଜଣଙ୍କ ମୁଣ୍ଡ ଗଡ଼଼ିଛି । ଶତାଧିକ ମହିଳା ଓ ପୁରୁଷ ଗ୍ରାମବାସୀ ପୋଲିସ ମାଡ଼ରେ ଗୁରୁତର ହୋଇଛନ୍ତି । ଅନେକ ଗ୍ରାମବାସୀ ପଙ୍ଗୁ ଜୀବନ ବିତେଇଛନ୍ତି । କାହାର ହାତ ପାପୁଲି ନାହିଁ ତ କାହା ଶରୀରରୁ ଗୁଳି ବାହାରି ନଥିଲା । ଅନେକ ଲୋକ ଭୟରେ ଗାଁ ଛାଡ଼ିଲେ । ଅଂଚଳର ପାଠଶାଳା ବନ୍ଦ ହୋଇଗଲା । ଶିଶୁ ଓ ଛାତ୍ରୀଛାତ୍ର ଆନ୍ଦୋଳନର ଅଗ୍ରଭାଗରେ ପୋଲିସ ବନ୍ଧୁକ ଆଗରେ ଠିଆ ହେଲେ । ମହିଳାମାନେ ହାଣ୍ଡିଶାଳ ଛାଡ଼ି ଠେଙ୍ଗା ଧରି ରାଜରାସ୍ତାକୁ ଆସିଲେ । ପୁରୁଷମାନେ ମାରଣାସ୍ତ୍ର, ହାତହତିଆର ଧରି ପୋଲିସ ସହ ମୁହାଁମୁହିଁ ହେଲେ । ଗ୍ରାମବାସୀମାନେ ବନ୍ଧାହେଲେ ଓ ଜେଲ୍ ଗଲେ । ଗାଁ ବାହାରକୁ ଯାଇନପାରି ଗ&#

Sahoo, Raghunath: - ରଘୁନାଥ ସାହୁ ଓଡିଆ ନାଟକ, ଗଳ୍ପ, ପ୍ରବନ୍ଧ ଓ କବିତା ରଚନା କ୍ଷେତ୍ରରେ ଏକ ଅନନ୍ୟ ଉଚ୍ଚାରଣ । ଶ୍ରୀ ସାହୁଙ୍କର ଜନ୍ମ ୧୯୭୧ ମସିହା ଜାନୁଆରୀ ୨୩ ତାରିଖ ଦିନ ଜଗତ୍]ସିଂହପୁର ଜିଲ୍ଲାର କୁଜଙ୍ଗ ସ୍ଥିତ ବଳରାମପୁର ଗ୍ରାମରେ । ପ୍ରକାଶିତ ୨୨ଟି ନାଟକ ମଧ୍ୟରୁ "ଆଖଡାଘର", "ନାଟ୍ୟଗ୍ରନ୍ଥ", "ଡିମିରିଫୁଲ" ଓ ଏକାଙ୍କିକା ମଧ୍ୟରୁ "ଓ ଓହଳମାନେ", "ଏକ ଏକ ଏକାଙ୍କିକା" ଆଦି ବେଶ୍ ଜନାଦୃତ । ଗଳ୍ପ "ମାଟିର ମୁହୂର୍ତ୍ତ", "ଛକ", "ଉତର ପୁରୁଷ" ଓ ଶିଶୁ କିଶୋର କବିତା ପୁସ୍ତକ "ବୋଉ ବୋଉକା" ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା ଓ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ସମେତ ଓଡିଶାର ବହୁ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାହୁଙ୍କୁ ମିଳିଛି ଅନେକ ସ୍ୱୀକୃତି ଓ ସମ୍ବର୍ଦ୍ଧନା । ଏହି ଶିଶୁ କିଶୋର କବିତା "ରୁରୁରୁ ରୁରୁ" କୁନି କୁନି ପିଲାମାନଙ୍କୁ ଦୁନିଆକୁ ଚିହ୍ନେଇବା ସହିତ ଅସୁମାରି ସମ୍ଭାବନାର ସାକାର ରୂପର ଉପହାର ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us