Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Natakara Biswarupa

by Sanghamitra Mishra
Save 3% Save 3%
Current price ₹1,335.00
Original price ₹1,372.00
Original price ₹1,372.00
Original price ₹1,372.00
(-3%)
₹1,335.00
Current price ₹1,335.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645600893
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 194
  • Original Price: USD 14.0
  • Language: Oriya
  • Edition: N/A
  • Item Weight: 254 grams
  • BISAC Subject(s): Asian / Indic

'ନାଟକର ବିଶ୍ୱରୂପ' ସଂଘମିତ୍ରା ମିଶ୍ରଙ୍କର ନାଟକ ସମାଲୋଚନା ପୁସ୍ତକ । ୨୦ଟି ପ୍ରବନ୍ଧ ନେଇ ଏହାର ପ୍ରାଣ ପ୍ରତିଷ୍ଠା । ସଂଘମିତ୍ରା ମିଶ୍ର ନାଟକ ତଥା ନାଟ୍ୟସମାଲୋଚନା କ୍ଷେତ୍ରରେ ଏକ ଉଜ୍ୱଳ ଉଦାହରଣ । ତାଙ୍କର ଦୀର୍ଘ କାଳର ନାଟକପଠନ, ଦର୍ଶନ, ଗବେଷଣା ଓ ପାଠ୍ୟଦାନ ତଥା ପିଏଚ୍]ଡି ଗବେଷଣାର ଦିଗ୍]ଦର୍ଶନ ତାଙ୍କୁ ନାଟକକୁ ଭିନେ ବାଗରେ ଦେଖିବାର ଆଗ୍ରହ ଦେଇଛି । ନାଟକ ସହିତ ଏକାତ୍ମ ହେବାର ଅନୁଭବ ନେଇ ରଚିତ ଏହି ପ୍ରବନ୍ଧଗୁଡ଼ିକ ଆଗ୍ରହୀ ପାଠକଙ୍କର ପ୍ରତ୍ୟାଶା ଅବଶ୍ୟ ପୂରଣ କରିବ ଏହି ଆଶା ଆମେ ରଖିଛୁ ।

Mishra, Sanghamitra: - ସଂଘମିତ୍ରା ମିଶ୍ର (୧୯୫୩) ଓଡ଼ିଆ ସାହିତ୍ୟରେ ଏକ ଶ୍ରଦ୍ଧାଶୀଳ ନାମ । ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ସେ ସାହିତ୍ୟ ସହିତ ରହିଛନ୍ତି । ସେ ଏକାଧାରରେ କବି, ନାଟ୍ୟକାର, ସମାଲୋଚକ, ପ୍ରାବନ୍ଧିକ, ସ୍ତମ୍ଭକାର, ଜୀବନୀକାର, ଅନୁବାଦକ ଓ ଶିଶୁ ସାହିତ୍ୟ ସ୍ରଷ୍ଟା । ନିଜ ପିତାଙ୍କ ଜୀବନୀ 'ଇତିହାସର ହଜିଲା ଖିଅ' ଓ ନିଜର ଆତ୍ମଜୀବନୀ 'ସଦିଚ୍ଛାର ସହସ୍ରଧାରା' ପାଇଁ ସେ ଓଡ଼ିଶାର ବୃହତ୍ତର ପାଠକ ମହଲରେ ପରିଚିତା । 'ଯକ୍ଷପ୍ରଶ୍ନ' ପାଇଁ ସେ ଦୀର୍ଘସମୟ ଚର୍ଚ୍ଚାରେ ରହିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତରର ଓଡ଼ିଆ ବିଭାଗରେ ଦୀର୍ଘକାଳ ଅଧ୍ୟାପନା ଦାୟିତ୍ୱରେ ରହି ଏବେ ସେ ଅବସରପ୍ରାପ୍ତ । ତାଙ୍କର ଲେଖନୀ ଏବେ ମଧ୍ୟ ଚଳଚଞ୍ଚଳ । ଗୁଣ ଓ ପରିମାଣ ଉଭୟ ଦିଗରୁ ସେ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us