Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Natyacharcha

by Sabitabala Nayak
Save 6% Save 6%
Current price ₹1,480.00
Original price ₹1,568.00
Original price ₹1,568.00
Original price ₹1,568.00
(-6%)
₹1,480.00
Current price ₹1,480.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645608684
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 128
  • Original Price: USD 16.0
  • Language: Oriya
  • Edition: N/A
  • Item Weight: 155 grams
  • BISAC Subject(s): Essays

'ନାଟକ' ସୁସ୍ଥ, ସୁନ୍ଦର ଓ ବଳିଷ୍ଠ ସମାଜର ଦିଗ୍ ଦର୍ଶକ ବୋଲି ଆମେ ବିଶ୍ୱାସ କରୁ । ସମାଜର ସାମ୍ପ୍ରତିକ ସମସ୍ୟାକୁ ବାସ୍ତବ କ୍ଷେତ୍ରରୁ ଆବିଷ୍କାର କରି ଆଣି ଜନ ଚେତନା ଜାଗ୍ରତ କରିବା ଏବଂ ସମାଧାନର ସୂତ୍ର ଖୋଜିବା ପାଇଁ ପ୍ରେରିତ କରିବା ହେଉଛି ନାଟକର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ନାଟକ ଓ ମଂଚ ପାଇଁ ଯେଉଁ କେତେଜଣ ନାଟ୍ୟକାର ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରି ଦେଇଛନ୍ତି ସେମାନଙ୍କ ଭିତରୁ ବଛା ବଛା କେତେକ ନାଟ୍ୟକାରଙ୍କ ନାଟକ ତଥା ଅନ୍ୟାନ୍ୟ ନାଟକ ସମ୍ପର୍କିତ କେତୋଟି ବିଷୟକୁ ମୋର ଏହି 'ନାଟ୍ୟଚର୍ଚ୍ଚା' ପୁସ୍ତକରେ ଆଲୋଚନା କରାଯାଇଛି ।

Nayak, Sabitabala: - ସାମଗ୍ରୀକ ଭାବେ ସାହିତ୍ୟ ପ୍ରତି ସମର୍ପିତ ଡକ୍ଟର ସବିତାବାଳା ନାୟକ ସାମ୍ପ୍ରତିକ ସମୟର ଜଣେ ନବ ଆଗନ୍ତୁକା । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ଏମ୍].ଏ. ଏବଂ ଏମ୍].ଫିଲ୍ ଉତ୍ତିର୍ଣ୍ଣ ହେବା ପରେ ନାଟକରେ ଉଚ୍ଚତ୍ତର ଗବେଷଣା କରି ସେଠାରୁ ୨୦୨୧ ମସିହାରେ ସମ୍ମାନ ସୂଚକ ପିଏଚ୍].ଡି. ଲାଭ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଅଧ୍ୟୟନ, ଅଧ୍ୟାପନା ସହିତ ସୃଜନଶୀଳ ରଚନା, ସମାଲୋଚନା ଓ ଗବେଷଣା ହେଉଛି ତାଙ୍କର ସ୍ୱାତନ୍ତ୍ର]୍ୟ। ଲେଖିକାଙ୍କ ଗବେଷଣାତ୍ମକ ପ୍ରବନ୍ଧ ଏବଂ ସମାଲୋଚନା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ଆସୁଅଛି। 'ଉତ୍ତର ଆଧୁନିକତାର ନାଟ୍ୟକାର ସୁବୋଧ ପଟ୍ଟନାୟକ' ନାମକ ପୁସ୍ତକ ତାଙ୍କ ସାଧନା ଓ ସିଦ୍ଧିର ଫଳଶ୍ରୁତି, ଯାହା ପାଠକ ମହଲରେ ବେଶ୍ ସଫଳତା ଅର୍ଜନ କରିଛି। ସଂପ୍ରତି ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସହକାରୀ ପ୍ରଫେସର୍ ଭାବରେ କାର୍ଯ୍ୟରତା।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us