Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Samudra Manisha

by Bhima Prusty
Save 4% Save 4%
Current price ₹1,315.00
Original price ₹1,372.00
Original price ₹1,372.00
Original price ₹1,372.00
(-4%)
₹1,315.00
Current price ₹1,315.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645605614
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 146
  • Original Price: USD 14.0
  • Language: Oriya
  • Edition: N/A
  • Item Weight: 195 grams
  • BISAC Subject(s): Literary

ଭୀମ ପୃଷ୍ଟିଙ୍କ 'ସମୁଦ୍ର ମଣିଷ' ବହିଟିକୁ ନପଢ଼ିଲେ, ଆପଣ ଜାଣିପାରିବେନି ସମସାମୟିକ ଓଡ଼ିଆ ସାହିତ୍ୟର ବାସ୍ତବ ରୂପରେଖଟି କ\'ଣ? ଜାଣିପାରିବେନି, ଉପନ୍ୟାସ ରଚନାରେ ପ୍ରାମାଣିକ ତଥ୍ୟ ଓ କଳ୍ପନାର ସମନ୍ୱୟ କିପରି ତାହାର ଶୈଳୀ ଓ ଭାବବସ୍ତୁ ନିର୍ମାଣରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି? ସମୁଦ୍ର ମଣିଷ ହେଉଛି, ସମୁଦ୍ର ଗ୍ରାସ କରିଛି ଯେଉଁ ମଣିଷମାନଙ୍କୁ, ସେଇମାନଙ୍କର ଅନ୍ତରାତ୍ମାର କୋହ, ନିଃସଙ୍ଗ ବିଳାପ, ଛିନ୍ନ ମୂଳ ହୋଇଯିବାର ଯନ୍ତ୍ରଣାକାତର, ମର୍ମଭେଦୀ ଜୀବନ ଆଲେଖ୍ୟ । ଯେପରି ଜଳବାୟୁର ବିପର୍ଯ୍ୟୟରେ ଅସହାୟ ମଣିଷର ବୁକୁଫଟା କାନ୍ଦ । ଯେପରି ବିଜ୍ଞାନ ସମୃଦ୍ଧ ଶୋଷଣମୁଖୀ ଆଧୁନିକ ସଭ୍ୟତା ଉପରେ ପ୍ରକୃତିର ପ୍ରତିଶୋଧ ।

- ମନୁଆ ଦାସ, ବରିଷ୍ଠ କବି

ଅସହାୟ ଏକ ମାନୁଷ୍ୟିକ ଅବସ୍ଥିତି ଓ ଧୀର ନିରନ୍ତର ଏକ ସାମୁଦ୍ରିକ ଆକ୍ରୋଶର କାହାଣୀ ଭିତରେ ଗଢ଼ା ହେଇଛି ଭୀମ ପୃଷ୍ଟିଙ୍କ 'ସମୁଦ୍ର ମଣିଷ' । ଏ ଉପନ୍ୟାସ ମଣିଷର ଶ୍ରେଷ୍ଠତ୍ୱର ଅହଂକାର, ପ୍ରକୃତିର ରଣହୁଂକାରରେ କେଡ଼େ ଅସହାୟ ତାକୁ ପ୍ରତିପାଦିତ କରିଛି । ଲୁଣାପାଣିର ଲବଣୋକ୍ତ ପବନ କୌଣସି ଗ୍ରାମୀଣ ଜୀବନକୁ କେମିତି ନିଷ୍କ୍ରିୟ, ଅସହାୟ କରିଦେଇପାରେ ପରି ବ୍ୟଞ୍ଜନା-ଗଭୀର ଉପସ୍ଥାପନ ଏ ଉପନ୍ୟାସର ଚମତ୍କାରିତା ।

- କଇଳାଶ ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ

'ସମୁଦ୍ର ମଣିଷ\'ରେ ପ୍ରକୃତି ଓ ପ୍ରଳୟର ଅସାଧାରଣ ପରିଚର୍ଚ୍ଚା ସହିତ ମଣିଷର ଅନ୍ତହୀନ ଜିଜୀବିଷା ଦେଖିବାକ

Prusty, Bhima: - କ୍ଷେତ୍ର ଅନୁଧ୍ୟାନ ଉପନ୍ୟାସ ରଚନା କ୍ଷେତ୍ରରେ ଉପନ୍ୟାସିକ ଭୀମ ପୃଷ୍ଟି (ଜନ୍ମ-୧୯୫୯) ଏକ ଦୃଷ୍ଟାନ୍ତମୂଳକ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଉପନ୍ୟାସଗୁଡ଼ିକ ମଧ୍ୟରେ 'ମୁହାଣ', 'ଓଁ', 'କବିତାର ଉପନ୍ୟାସ', 'ପ୍ରିୟ ନାରୀ', 'ସମୁଦ୍ର ମଣିଷ' ଓ 'ଜମ୍ବୁଲୋକ' ଇତ୍ୟାଦି ଅନ୍ୟତମ । ବର୍ଷ ବର୍ଷ ଧରି ପରିଭ୍ରମଣ, ଗବେଷଣା, ଅନୁଧ୍ୟାନ ଓ ଅନୁଭୂତିକୁ ଆଧାର କରି ତାଙ୍କର ଉପନ୍ୟାସଗୁଡ଼ିକ ତୃଣମୂଳ ସ୍ତରୀୟ ଅଂଚଳ ଓ ଜନ ଜୀବନର ବାସ୍ତବ ପ୍ରତିଲିପି । ସମୁଦ୍ର ଗ୍ରାସରେ ବିଲୁପ୍ତ ହୋଇ ଯାଇଥିବା ସାତୋଟି ଗାଁ ସାତଭାୟାକୁ ଆଧାର କରି 'ସମୁଦ୍ର ମଣିଷ' ଉପନ୍ୟାସ ବିଶ୍ୱ ପରିବେଶ ବିଘଟନର ଜୀବନ୍ତ ପ୍ରତୀକ । ମଣିଷର ଜୀବନ, ଜୀବିକା ଓ ସଂଘର୍ଷର ମର୍ମସ୍ପର୍ଶୀ କାହାଣୀ ଗୁନ୍ଥା ଉପନ୍ୟାସଗୁଡ଼ିକ ପାଇଁ ତାଙ୍କୁ ମିଳିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୮), କାଦମ୍ବିନୀ ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ (୨୦୧୧), ଉତ୍କଳ ସାହିତ୍ୟ ସମାଜ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ(୨୦୨୨) ଓ ୪୪ତମ ଶାରଳା ପୁରସ୍କାର (୨୦୨୩) ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us