Tini Ostad
Imported Edition - Ships in 18-21 Days
Free Shipping in India on orders above Rs. 500
Imported Edition - Ships in 18-21 Days
Free Shipping in India on orders above Rs. 500
ସ୍କୁଲରେ ପାଠ ପଢୁଥିବା ତିନିଟି ଭାଇଭଉଣୀଙ୍କର ଦୁଃସାହସିକ କୌତୂହଳର କାହାଣୀ ହେଉଛି 'ତିନି ଓସ୍ତାଦ୍]' । ଓଲ୍]ଟୁ, ପାଲ୍]ଟୁ ଓ ଢୋଲ୍]କି ସ୍କୁଲ୍]ବ୍ୟାଗ୍ ଧରି ପାଠପଢ଼ିବା ଆଳରେ ବଣଭୋଜି କରିବାକୁ ଚାଲିଯାଆନ୍ତି ପାଖ ଜଙ୍ଗଲକୁ । ସେଠାରେ ଭାତ, ଡାଲି, ପରିବା ସିଝାଇ ଅଲଣା ଖେଚୁଡ଼ି ରାନ୍ଧି ମହାଖୁସି । ଭୋକିଲା ପେଟରେ ତିନିଟି ପତରରେ ଖେଚୁଡ଼ି ବାଢ଼ି ଖାଇବସିଲାବେଳକୁ ଭୋକିଲା କୁକୁର ଛୁଆଟିଏ କୁଁ କୁଁ ହୋଇ ପାଖରେ ପହଞ୍ଚେ । ସ୍ନେହରେ, ଦୟାରେ ନିଜ ପତରରୁ ଖାଦ୍ୟ ନେଇ ଆଉ ଗୋଟିଏ ପତ୍ର ବାଢ଼ନ୍ତି କୁକୁରଛୁଆ ପାଇଁ । ହାଲିଆ ହୋଇ ଶୋଇପଡ଼ନ୍ତି । ନିଦ ଭାଙ୍ଗିଲାବେଳକୁ ଜଙ୍ଗଲ ଭିତର କିଟ୍]କିଟ୍ ଅନ୍ଧାର ରାତି । କେମିତି ଘରକୁ ଫେରିବେ? କୁକୁରଟି ବାଟ କଢ଼ାଏ । ସ୍ନେହର ମୂଲ୍ୟ ସେ ବୁଝେ । ସକାଳ ପାହିଲାବେଳକୁ ସେମାନେ ପହଞ୍ଚନ୍ତି ଏକ ଅଜଣା ସହରରେ ।କାରଣ କୁକୁରଟି ସେମାନଙ୍କୁ ବିରୀତ ଦିଗରେ ବାଟ କଢ଼ାଇଥିଲା, ଅନ୍ୟ ଦିଗରେ ବାଘ ମାତିଛି ବୋଲି । ଏଇଠାରୁ ଆରମ୍ଭ ହୁଏ ତିନି ଭାଇଭଉଣୀ ଓ କୁକୁର ବାହାଦୁର୍]ର ଦୁଃସାହସିକ ଯାତ୍ରା । ଡକାୟତ ଆଡ୍]ଡ଼ା, ସମୁଦ୍ର ଯାତ୍ରା ଏବଂ ଏକ ଅଜଣା ଦ୍ୱୀପରେ ପହଞ୍ଚିଚ ମଣିଷଖିଆ ମଣିଷଙ୍କୁ ଭେଟି କିରି ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ତାରି ବର୍ଣ୍ଣନା କାହାଣୀଟିକୁ କରିଛି ଅତ୍ୟନ୍ତ ରୋମାଞ୍ଚକର ଓ ଶିଶୁ ମନଲୋଭା । ସେହି ଦ୍ୱୀପର ମଣିଷମାନଙ୍କୁ ସେମାନେ ଶିକ୍ଷିତ କରିଛନ୍ତି । ନୂଆ ସମାଜଟିଏ ଗଢ଼ି
Ray, Pratibha: - ପ୍ରତିଭା ରାୟ ଅଳ୍ପ କିଛିବର୍ଷ ଶିକ୍ଷକତା କରିବା ପରେ ଓଡ଼ିଶାର ସର୍ବପ୍ରାଚୀନ ମହାବିଦ୍ୟାଳୟ ରେଭେନ୍ସା କଲେଜରେ ଅଧ୍ୟାପନା କରିଥିଲେ । ସେ ଶିଶୁ ମନସ୍ତତ୍ତ୍ୱ ଉପରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍].ଡି ଲାଭ କରିଥିଲେ । ଓଡ଼ିଶା ସରକାରଙ୍କ ଲୋକସେବା ଆୟୋଗରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଥିଲେ । ବାଲ୍ୟକାଳରୁ ତାଙ୍କର ଲେଖାଲେଖି ପ୍ରତି ଆଗ୍ରହ ଥିଲା ଏବଂ ଓଡ଼ିଆ ଭାଷା ସାହିତ୍ୟ ଥିଲା ତାଙ୍କର ପ୍ରିୟ ବିଷୟ । ପଞ୍ଚମ ଶ୍ରେଣୀରୁ ସେ କବିତା ଲେଖା ଆରମ୍ଭ କରିଥିଲେ ଏବଂ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର କବିତା ପ୍ରଥମକରି ଏକ ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶ ପାଇଥିଲା । ପିଲାମାନଙ୍କ ପାଇଁ ମଧ୍ୟ ସେ ଅନେକ ଗଳ୍ପ ଓ କବିତା ଲେଖିଛନ୍ତି । ସେ କୁହନ୍ତି "ଯେଉଁ ମଣିଷ ଫୁଲ ଏବଂ ଶିଶୁଙ୍କୁ ଭଲ ନପାଏ ତା ଭିତରେ ମଣିଷପଣିଆ କମ୍ ।" ସାହିତ୍ୟ ପାଇଁ ଭାରତର ଶ୍ରେଷ୍ଠ ପୁରସ୍କାର ବିବେଚିତ ହେଉଥିବା 'ଜ୍ଞାନପୀଠ ପୁରସ୍କାର' ସେ ପାଇସାରିଛନ୍ତି ୨୦୧୧ ମସିହାରେ । ଭାରତ ସରକାରଙ୍କ ଦ୍ୱାରା ୨୦୦୭ରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସେ 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତା ହୋଇଛନ୍ତି । ସେ ଭାରତର ପ୍ରାୟ ସବୁ ସ୍ଥାନ ଏବଂ ପୃଥିବୀର ୪୦ଟି ଦେଶ ଭ୍ରମଣ କରିଛନ୍ତି । ତାଙ୍କର ଲେଖା ଭାରତର ପ୍ରାୟ ସବୁ ଭାଷାରେ ଓ ଅନ୍ୟାନ୍ୟ ବିଦେଶୀ ଭାଷା ଓ ଇଂରାଜୀରେ ଅନୁଦିତ ହୋଇଛି । ଓଡ଼ିଆ ଭାଷା ହେଉଛି ଏକ ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ ଭାଷା । ନିଜ ଭାଷାକୁ ନେଇ ସେ ଗର୍ବ କରନ୍ତି । ସେ କହନ୍ତି "ପୃଥିବୀର ଯେତେ ଭାଷାରେ ପ୍ରବୀଣ ହୁଅନ୍ତୁ ପଛକେ ଯେଉଁମାନେ କୌଣସି କାରଣରୁ ନିଜ ଭାଷାକୁ ଭୁଲିଯାଆନ୍ତି ସେମାନେ ନିଜ ସଂସ୍କୃତିଠାରୁ ବିଚ୍ଛିନ୍ନ ହୋଇଯାଆନ୍ତି । ଭାଷା ହେଉଛି ମଣିଷର ପରିଚିତି ଓ ସଂସ୍କୃତି ହେଉଛି ମଣିଷର ସମୃଦ୍ଧିର ମୂଳଦୁଆ । ଯେଉଁ ଦେଶରେ ରହିବ ସେ ଦେଶର ଭାଷାରେ ପ୍ରବୀଣ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । କିନ୍ତୁ ତା ସହିତ ଓଡ଼ିଶାର ଶିଶୁସାହିତ୍ୟଗୁଡ଼ିକୁ ପଢ଼ି ଓଡ଼ିଆ ଭାଷା ଶିକ୍ଷା କରିପାରିଲେ ସେମାନଙ୍କର ବ୍ୟକ୍ତିତ୍ୱ ସମୃଦ୍ଧ ହେବ ବୋଲି ତାଙ୍କର ଦୃଢ଼ ମତ ।
• Author(s): Clear | James • Publisher: Penguin • Publisher Imprint: Penguin Random House • Subject: General Books
• Author(s): Jeff Kinney • Publisher: Penguin Random House Children's UK • Publisher Imprint: Penguin Random House Children's UK • BISAC: Comics & Graphic Novels - Humorous
• Author(s): Ichiro Kishimi • Publisher: GROVE ATLANTIC • Publisher Imprint: Allen & Unwin • BISAC: Personal Growth - SuccessIchiro Kishimi lives in Kyoto. He writes, lectures and teaches in psychiatric clinics as a certified counsellor and c...
View full details• Author(s): Chetan Bhagat • Publisher: HarperCollins Publishers India • Publisher Imprint: HarperCollins Publishers India • BISAC: GeneralFrom India's top-selling writer Chetan Bhagat comes a powerful new love story that will make you laugh, cry...
View full details• Author(s): Brianna Wiest • Publisher: Manjul Publishing • Publisher Imprint: Amaryllis • BISAC: Body Mind And SpiritThis is a book about self-sabotage. Why we do it, when we do it, and how to stop doing it—for good. Coexisting but conflicting n...
View full details• Author(s): Morgan Housel • Publisher: Pan Macmillan • Publisher Imprint: Pan Macmillan • BISAC: Finance - Wealth ManagementA third book from the International bestselling author of The Psychology of Money and Same as Ever, lessons on harnessing...
View full details• Author(s): Arundhati Roy• Publisher: PRH INDIA LOCAL PRINT• Publisher Imprint: Penguin Hamish Hamilton• BISAC: Literary FiguresArundhati Roy’s first work of memoir, this is a soaring account, both intimate and inspiring, of how the author became...
View full details• Author(s): Acharya Prashant • Publisher: HarperCollins Publishers India • Publisher Imprint: HarperCollins Publishers India • BISAC: GeneralIn a world where vagueness is mistaken for depth and obscurity passes for wisdom, Truth without Apology ...
View full details• Author(s): Sudha Murthy • Publisher: India Puffin • Publisher Imprint: India Puffin • BISAC: Short StoriesWho can resist a good story, especially when it's being told by Grandma? From her bag emerges tales of kings and cheats, monkeys and mic...
View full details• Author(s): Satoshi Yagisawa • Publisher: Bonnier Books Ltd • Publisher Imprint: Bonnier Books Ltd
• Author(s): Newport, Cal • Publisher: Little, Brown Book Group • Publisher Imprint: Piatkus
• Author(s): Shrijeet Shandilya • Publisher: Ebury Press • Publisher Imprint: Ebury Press • BISAC: Romance - GeneralIn the electric haze of college life, three friends are bound by laughter, late-night talks and unspoken promises. But when two of...
View full details• Author(s): Dan Brown • Publisher: Transworld Publishers Ltd • Publisher Imprint: Transworld Publishers Ltd • BISAC: Thrillers - EspionageDan Brown is the bestselling author of Digital Fortress, Deception Point, Angels and Demons, The Da Vinci C...
View full details• Author(s): Sudha Murty • Publisher: India Puffin • Publisher Imprint: India Puffin • BISAC: Action & Adventure - General
Rich Dad Poor Dad: What the Rich Teach Their Kids about Money That the Poor and Middle Class Do Not!
• Publisher: Penguin • Publisher Imprint: Penguin Random House • Subject: General Books • BISAC: Personal Finance - GeneralApril of 2022 marks a 25-year milestone for the personal finance classic Rich Dad Poor Dad that still ranks as the #1 Pers...
View full details• Author(s): Dale Carnegie | Napoleon Hill • Publisher: Fingerprint • Publisher Imprint: Fingerprint • Subject: General Books
• Author(s): Freida Mcfadden • Publisher: Penguin Select Print • Publisher Imprint: Penguin Select Publishing"Multi-Million Copy Bestselling Series •Now Being Made Into a Major Motion Picture Starring Sydney Sweeney and Amanda Seyfried #1 New Yor...
View full details• Author(s): Wonder House Books • Publisher: Wonder House Books • Publisher Imprint: Wonder House Books • BISAC: Comics & Graphic Novels - Fairy Tales, Folklore, Legends & MTimeless Wisdom, Talking Animals & Life Lessons for Young Min...
View full details• Author(s): Viktor E. Frankl • Publisher: Random House • Publisher Imprint: Random Hou • Subject: Medical, Nursing and Health Sciences
• Author(s): Madhavi Bharadwaj • Publisher: PRH India • Publisher Imprint: Penguin Ebury Press • BISAC: Parenting - MotherhoodWelcome to the wild, messy, wonderful world of parenting--where the nights are long, the diapers are explosive, and unso...
View full details• Author(s): Vir Das • Publisher: HarperCollins Publishers India • Publisher Imprint: HarperCollins Publishers India • BISAC: Entertainment & Performing ArtsComedian and actor Vir Das is beloved (by some, tolerated by others, blocked by a few...
View full details• Author(s): Eric Carle • Publisher: Penguin Books, Limited (UK) • Publisher Imprint: Penguin Books, Limited (UK) • BISAC: Animals - Butterflies, Moths & CaterpillarsEric Carle's The Very Hungry Caterpillar is a perennial favourite with child...
View full details• Author(s): Prajakta Koli • Publisher: Harper Fiction India • Publisher Imprint: Harper Fiction India • BISAC: Romance - ContemporaryWinner of the Amazon India Popular Choice Debut Book 2025 Award. From one of India's most-loved creators comes s...
View full details