Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Ushara Bhumi Ebam Anyanya Kabita (The Waste Land and Other Poems)

by T. S. Eliot , Manoranjan Pattanayak
Save 3% Save 3%
Current price ₹1,515.00
Original price ₹1,568.00
Original price ₹1,568.00
Original price ₹1,568.00
(-3%)
₹1,515.00
Current price ₹1,515.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645608325
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 220
  • Original Price: USD 16.0
  • Language: Oriya
  • Edition: N/A
  • Item Weight: 259 grams
  • BISAC Subject(s): Epic

ଓଡ଼ିଆ ହେଉଛି ପ୍ରଥମ ଭାରତୀୟ ଭାଷା ଯେଉଁଥିରେ ପ୍ରଥମେ ଏହା ଅନୁବାଦ କରାଯାଇଥିଲା। ଇଣ୍ଟରନେଟ୍]ରୁ ଦେଖିକରି ଏହା ସ୍ପଷ୍ଟ ହୁଏ ଯେ ୧୯୫୬ ମସିହାରେ, ପ୍ରଶଂସିତ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଟି.ଏସ୍].ଏଲିୟଟଙ୍କର ମହାନ ରଚନା 'ଦି ୱେଷ୍ଟ ଲ୍ୟାଣ୍ଡ' ସହିତ ଅନ୍ୟ କିଛି କବିତାର ଅନୁବାଦ ସଂଲଗ୍ନ କରି 'ପୋଡ଼ା ଭୂଇଁ ଓ ଅନ୍ୟାନ୍ୟ କବିତା' ଶୀର୍ଷକରେ ଅନୁବାଦ କରିଥିଲେ, ଯାହା ପ୍ରଫୁଲ୍ଲଚନ୍ଦ୍ର ଦାସଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଦାସ ଅନୁବାଦ ସମ୍ପର୍କରେ ଏଲିୟଟଙ୍କ ସହିତ ପତ୍ରାଳାପ କରିଥିଲେ ଏବଂ ତାଙ୍କ ସମ୍ମତିରେ ସିଏ ଜ୍ଞାନୀନ୍ଦ୍ର ବର୍ମାଙ୍କୁ ଏଲିୟଟଙ୍କର ପ୍ରମୁଖ କବିତାଗୁଡ଼ିକୁ ଅନୁବାଦ କରିବାକୁ ପ୍ରେରଣା ଦେଇଥିଲେ। ସମସ୍ତ ସମ୍ଭାବନାରେ, ସିଏ ଅନ୍ୟ ଭାରତୀୟ ଭାଷାରେ ଏହାର ଅନୁବାଦ ପାଇଁ କପିରାଇଟ୍ ଅନୁମତି ମଧ୍ୟ ପାଇଥିଲେ। କିନ୍ତୁ ଏହି ପୁସ୍ତକଟି ଏବେ ଉପଲବ୍ଧ ନ ଥିବାରୁ କେତୋଟି କବିତା ଆଉ କେଉଁ କେଉଁ କବିତା ଜ୍ଞାନୀନ୍ଦ୍ର ବର୍ମାଙ୍କ ଦ୍ୱାରା ଅନୂଦିତ ହୋଇ ପ୍ରକାଶ ପାଇଥିଲା, ତାହା ଜଣା ପଡ଼େନି।

୧୯୫୬ ମସିହାରେ ଏହା ଜ୍ଞାନୀନ୍ଦ୍ର ବର୍ମାଙ୍କ ଦ୍ୱାରା ଓଡ଼ିଆରେ ଅନୂଦିତ ହୋଇଥିଲା, ତେବେ ଏହା ପ୍ରକାଶ ପାଇଥିଲା ୧୯୫୭ ମସିହାରେ, ଅର୍ଥାତ୍ ଏହାକୁ ନୋବେଲ୍ ପୁରସ୍କାର ପ୍ରାପ୍ତ ହେବାର ୯ବର୍ଷ ପରେ। ପୁଣି ୨୦୧୯ ମସିହାରେ ଓଡ଼ିଆରେ ଦ୍ୱିତୀୟ ଅନୁବାଦ ପ୍ରକାଶ ପାଇଲା 'ତ୍ୟକ୍ତ ଉପତ୍ୟକା ଏବଂ ଅନ୍ୟାନ୍ୟ କ

Eliot, T. S.: - Thomas Stearne Eliot (1988-1965) was born in St. Louis. Missouri, U.S. A descendant of the old New England family, he graduated in Philosophy at the Sorbonne, Harvard and Merton College, Oxford. He settled in England where he taught at a junior school for boys near London, and then worked for Lloyd's Bank as a clerk, before he took up the assignment of editor for Faber & Faber. Later he became a director of this publishing firm.While teaching, Eliot completed his dissertation "Knowledge and Experience in the Philosophy of F.H. Bradley." But he did not return to the U.S. to defend it, though the dissertation was accepted.In 1927, Eliot became a British citizen and entered the Anglican Church in the same year.A poet, playwright, literary critic, editor and publisher he is arguably one of the greatest writers of the twentieth century. His notable works includePoetry: 'Prufrock and Other Observations' (1915), 'The Waste Land'(1922), 'The Hollowmen' (1925), 'Ash Wednesday' (1930), 'Four Quartets' (1943), Plays: 'Murder in the Cathedral' (1935), 'Family Reunion' (1939), 'The Cocktail Party' (1949), 'The Elder Statesman' (1959), Essays: 'The Use of Poetry and the Use of Criticism' (1933), 'After Strange Gods' (1934), 'Notes Towards the Definition of Culture' (1948), 'The Frontiers of Criticism' (1956), 'To Criticize the Critic' (1965).Eliot was awarded the Nobel Prize in Literature (1948) "for his outstanding, pioneer contribution to present-day poetry."

Pattanayak, Manoranjan: - "ମନୋରଂଜନ ପଟ୍ଟନାୟକ ୫୩ ବର୍ଷ ହେଲା ମୁଂବଇରେ ରହୁଛନ୍ତି। ତାଙ୍କର ୧୩ଟି ଅନୂଦିତ କବିତା ପୁସ୍ତକ ପ୍ରକାଶ ପାଇଛି। ସେଗୁଡ଼ିକ ହେଲା - 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳୀ', (ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ ରୁବାଇୟାତ', 'ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ ଓ ୨୦ଟି କବିତା ପ୍ରେମର ଏବଂ ଗୋଟିଏ ଗୀତ ହତାଶାର', 'ଶ୍ରୀମଦ୍ ଭଗବଦ୍ ଗୀତା', 'ହଂସଦୂତ', 'ଦ୍ରଷ୍ଟା', 'ମୃତ୍ୟୁବୋଧ ଜୀବନବୋଧ', 'ଅକାଳରେ ସାରସ'। 'ୟୁନାଇଟେଡ୍ କିଂଗଡମ୍]ର କବିମାନଙ୍କ କବିତା' 'ପାବ୍ଲୋ ନେରୁଦା-ଅଧିନାୟକଙ୍କ ପଦାବଳୀ ଓ ପ୍ରଶ୍ନପୋଥି' ଶ୍ରୀ ପଟ୍ଟନାୟଙ୍କର ଚତୁର୍ଦ୍ଦଶ ଅନୂଦିତ ପୁସ୍ତକ। ପାଠକ-ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା। ମୋ-୯୯୮୭୦୨୨୯୩୦"

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us